କଥା ରଖିଲାନି ଚାଇଲ୍ଡ ଲାଇନ

ବାଲିପାଟଣା : ମା’ର ମୃତ୍ୟୁ ପରେ ଗରିବ ବାପା ପାଖରୁ ୩ ଝିଅଙ୍କୁ କୋଳେଇ ନେଇଥିଲା ଚାଇଲ୍ଡ ଲାଇନ। ବଡ଼ ଝିଅ ମାମୁନି କିନ୍ତୁ ମା’ର ଶୁଦ୍ଧିକ୍ରିୟା ପର୍ଯ୍ୟନ୍ତ ବାପା ପାଖରେ ରହିବ ବୋଲି ସ୍ଥିର ହୋଇଥିଲା। ମା’ର ଶୁଦ୍ଧିକ୍ରିୟା ପରେ ତାକୁ ବି ଚାଇଲ୍‌ଡ ଲାଇନ କୋଳେଇ ନବ ବୋଲି ପ୍ରତିଶୃତି ଦେଇଥିଲା। ମାତ୍ର ଏହା ଭିତରେ ଦେଢ଼ ମାସ ବିତି ଯାଇଥିଲେ ବି ମାମୁନି ସେମିତି ବାପା … Continue reading କଥା ରଖିଲାନି ଚାଇଲ୍ଡ ଲାଇନ